ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍ ରହିଛି, ଯାହା ମଧୁମେହ (diabetes), ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍ ଫାଇଦାଯୁକ୍ତ ହୋଇଥାଏ । ଓଜନ କମ୍ କରିବାରେ ବି ଏହା ବହୁତ ଭଲ ହୋଇଥାଏ । ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ବଢ଼ିଆ ରହିଥାଏ । ଜାଣନ୍ତୁ ଜାଣିବା ଏହା ବିଷୟରେ...
୧.ହୃଦ୍ ଜନିନ ସମସ୍ୟାରୁ ରକ୍ଷା କରେ ମାଣ୍ଡିଆ (finger millet)।
୨.ମଧୁମେହ (diabetes) ରୋଗରୁ ମୁକ୍ତି ଦିଏ ମାଣ୍ଡିଆ (finger millet)।
୩.ମାଣ୍ଡିଆ (finger millet)ରେ କ୍ୟାଲସିୟମର ପରିମାଣ ଅଧିକ ଥିବାରୁ ଦାନ୍ତକୁ ମଜବୁତ୍ ରଖିବାରେ ସାହାର୍ଯ୍ୟ କରେ ।
୪.ଶରିରରେ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରେ ମାଣ୍ଡିଆ (finger millet)।
୫. ମାଣ୍ଡିଆ (finger millet)ରେ କ୍ୟାଲସିୟମ ସାଙ୍ଗକୁ ଆଇରନ୍ ରହିଥିବାରୁ ଏହା ଗର୍ଭବତୀ ମହିଳାଙ୍କ ପାଇଁ ଉପଯୋଗୀ ହୋଇଥାଏ ।
୬.ଚର୍ମ ଏବଂ କେଶକୁ ମଧ୍ୟ ସୁସ୍ଥ ରଖେ ମାଣ୍ଡିଆ (finger millet)।
୭.ମୋଟାପଣ କମାଇବାରେ ସାହାର୍ଯ୍ୟ କରେ ମାଣ୍ଡିଆ (finger millet)।
No review given yet!
Fast Delivery all across the country
Safe Payment
7 Days Return Policy
100% Authentic Products